Posts

Showing posts from April, 2026

Developer Premraj Pani

Praise The Lord ଖ୍ରୀଷ୍ଟରେ ଆଶ୍ରିତ ପ୍ରତ୍ୟେକଙ୍କୁ ମୋ ଗୀତ ବହି ପରିବାର ତରଫରୁ ଆନ୍ତରିକ ନମସ୍କାର ଜ୍ଞାପନ କରୁ ,ଆମେ ଆଶାକରୁ ପ୍ରଭୁଙ୍କ କୃପା ଏବଂ ଦୟାରୁ ଆପଣ ଏବଂ ଆପଙ୍କ ପରିବାରର ସମସ୍ତେ ଭଲରେ ଅଛନ୍ତି ଓ ଆପଣମାନଙ୍କ ପ୍ରାର୍ଥନାରୁ ଆମେ ମଧ୍ୟ ଭଲରେ ଅଛୁ I  ଏହି (ମୋ ଗୀତ ବହି )Mobile Application କୁ (ପ୍ରଭୁଙ୍କ) ସେବାରେ ଭାଇ (ପ୍ରେମରଜ ପାଣି) ପ୍ରତ୍ୟେକ ଯାନ୍ତ୍ରିକ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି I This Mo Gita Bahi apps developed by servent of God brother Premraj Pani from ,Odisha/Gajapati/K jhalarsing ଏହି Mobile Application ପ୍ରସ୍ତୁତ କରିବାର ମୂଳ ଉଦେଶ୍ୟ I  A . ପ୍ରଭୁଙ୍କ ଗୌରବ ଓ ପ୍ରସଂଶା କରିବା ଉଦେଶ୍ୟରେ I  B .ଏଥିରେ ଥିବା ପ୍ରତ୍ୟେକ ଗୀତ କେବଳ ଖ୍ରୀଷ୍ଟିୟ ଭକ୍ତି ସଙ୍ଗୀତ , ଏହା ବ୍ୟତୀତ ଅନ୍ୟ କୌଣସିବି ନାହିଁ I  C .ଏହି ଦିନମାନଙ୍କ ମଧ୍ୟରେ ଯଦି ଆପଣ କୌଣସି ଘରକୁ ଯାଆନ୍ତି ଅଧିକାଂଶ କ୍ଷେତ୍ରରେ ଗୀତ ବହୀ ମିଳିବା କଷ୍ଟକର , ଯଦି ରହେ ବି ସେହି ଗୀତ ବହିର କିଛି ପୃଷ୍ଠା Missing ଥାଏ ଯେମିତି କି ଚିରା ଫଟା ହୋଇଯାଇଥିବ , କିନ୍ତୁ ବର୍ତ୍ତମାନ ପାଇଁ ଗୋଟିଏ ଘରେ 2 ରୁ ଅଧିକ Smartphone ଆମେ ଦେଖିବାକୁ ପାଉ କିନ୍ତୁ ଗୀତ ବହି ନୁହେଁ ଏହି ଅସୁବିଧାକୁ ଲକ୍ଷ୍ୟକରି ସଦାପ୍ରଭୁ ଆମକୁ ସାହାଯ୍ୟ କଲେ ଏହି ମୋ ଗୀତ ବହି Application କ...